Sat. Mar 7th, 2026

ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କଲେ ମୋଦୀ : ରାଜନାଥ ପ୍ରତିରକ୍ଷା, ଶାହା ଗୃହ ଓ ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ବ

298 Views

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ  ଶପଥ ଗ୍ରହଣ କରିଛନ୍ତି । ଶନିବାର ମନ୍ତ୍ରୀମାନଙ୍କ ଭିତରେ ବିଭାଗ ବଣ୍ଟନ କରାଯାଇଛି।  ନିମ୍ନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ବିଭାଗ ସଂପର୍କରେ ସୂଚନା ଦିଆଗଲା।

୧. ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨. ରାଜନାଥ ସିଂହ  – ପ୍ରତିରକ୍ଷା ମନ୍ତ୍ରୀ

୩. ଅମିତ ଶାହା    – ଗୃହ ମନ୍ତ୍ରୀ
୪. ନୀତିନ ଗଡକରୀ – ପରିବହନ ମନ୍ତ୍ରୀ
୫.ସଦାନନ୍ଦ ଗୌଡ଼ା – ରସାୟନ ଓ ଉର୍ବରକ ମନ୍ତ୍ରାଳୟ
୬. ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ
୭. ରାମ ବିଳାଶ ପାଶ୍ୱଓ୍ଵନ – ଖାଦ୍ୟ ଯୋଗାଣ ମନ୍ତ୍ରାଳୟ
୮. ନରେନ୍ଦ୍ର ସିଂହ ତୋମାର – କୃଷି ଓ କୃଷି କଲ୍ୟାଣ, ଗ୍ରାମୀଣ ବିକାଶ ଓ ପଂଚାୟତ ରାଜ
୯. ରବି ଶଙ୍କର ପ୍ରସାଦ – ଆଇନ୍, ସୂଚନା ଓ ପ୍ରଯୁକ୍ତ ବିଦ୍ୟା
୧୦. ହରସିମିରତ କୌର ବାଦଲ୍- ଖାଦ୍ୟ ପ୍ରକିୟା କରଣ ମନ୍ତ୍ରାଳୟ
୧୧. ଥାବର ଚାନ୍ଦ ଗେହଲତ୍ – ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରାଳୟ
୧୨. ଏସ୍. ଜୟଶଙ୍କର – ବୈଦେଶିକ ମନ୍ତ୍ରୀ
୧୩. ରମେଶ ପୋଖରିଆଲ୍ – ଶିକ୍ଷା ମନ୍ତ୍ରୀ
୧୪. ଶ୍ରୀ ଅର୍ଜୁନ ମୁଣ୍ଡା – ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ
୧୫. ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ
୧୬. ଡକ୍ଟର ହର୍ଷବର୍ଦ୍ଧନ – ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
୧୭. ପ୍ରକାଶ କେଶବ ଜାଓ୍ଵଡ଼େକର – ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
୧୮. ପିୟୁଷ ଗୋଏଲ – ରେଳ, ବାଣିଜ୍ୟ ଓ ଶିଳ୍ପ
୧୯. ଧର୍ମେନ୍ଦ୍ର ପ୍ରଧାନ – ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଇସ୍ପାତ୍

୨୦. ମୁକ୍ତାର ଅବାସ ନକ୍ବି

୨୧. ପ୍ରହଲ୍ଳାଦ ଜୋଶୀ

୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ

୨୩. ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ

୨୪. ଶ୍ରୀ ଗିରିରାଜ୍ ସିଂହ

୨୫. ଗଜେନ୍ଦ୍ର ସିଂହ ଶେଖାଓ୍ଵତ

ରାଷ୍ଟ୍ରମନ୍ତ୍ରୀ: (ସ୍ୱାଧୀନ ପାହ୍ୟା)

୨୬. ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର

୨୭. ରାଓ ଇନ୍ଦ୍ରଜିତ୍ ସିଂହ

୨୮. ଶ୍ରୀପଦ ୟେସୋ ନାଇକ

୨୯. ଡକ୍ଟର ଜିତେନ୍ଦ୍ର ସିଂହ

୩୦. କିରେନ ରିଜିଜୁ

୩୧. ଶ୍ରୀ ପହଲ୍ଳାଦ ସିଂହ ପଟେଲ

୩୨. ରାଜ କୁମାର ସିଂହ

୩୩. ହରଦୀପ ସିଂହ ପୁରୀ

୩୪. ମନସୁଖ ଲକ୍ଷ୍ମଣବାଇ ମାଣ୍ଡବିଆ

ରାଷ୍ଟ୍ରମନ୍ତ୍ରୀ:

୩୫. ଫଗ୍ଗନ ସିଂହ କୁଲସ୍ତେ

୩୬. ଅଶ୍ୱିନୀ କୁମାର ଚୌବେ

୩୭. ଶ୍ରୀ ଅର୍ଜୁନ ରାମ ମେଘଓ୍ଵାଲ

୩୮. ବିକେ ସିଂହ

୩୯. କୃଷ୍ଣ ପାଲ

୪୦. ଦାନବେ ରାଓସାହେବ ଦାଦାରାଓ

୪୧. ଜି. କିସନ ରେଡ୍ଡି

୪୨. ପୁରୁଷୋତ୍ତମ ରୁପାଲା

୪୩. ରାମଦାସ ଆଠବଲେ

୪୪. ସାଧ୍ୱୀ ନିରଞ୍ଜନ ଜ୍ୟୋତି

୪୫. ବାବୁଲ ସୁପ୍ରିୟ

୪୬. ସଞ୍ଜିବ କୁମାର ବାଲ୍ୟାନ

୪୭. ସଞ୍ଜୟ ଧୋତ୍ରେ

୪୮. ଶ୍ରୀ ଅନୁରାଗ ସିଂହ ଠାକୁର

୪୯.ଶ୍ରୀ ଅଙ୍ଗଦି ସୁରେଶ ଚନ୍ନବସପା

୫୦. ଶ୍ରୀ ନିତ୍ୟାନନ୍ଦ ରାୟ

୫୧.ଶ୍ରୀ ରତନ ଲାଲ କଟରିଆ

୫୨. ଶ୍ରୀ ଭି. ମୁରଲୀଧରନ

୫୩. ଶ୍ରୀମତୀ ରେଣୁକା ସିଂହ ସରୁତା

୫୪. ଶ୍ରୀ ସୋମ ପ୍ରକାଶ

୫୫. ଶ୍ରୀ ରାମେଶ୍ୱର ତେଲି

୫୬. ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

୫୭. ଶ୍ରୀ କୈଳାସ ଚୌଧୁରୀ

୫୮. ଶ୍ରୀମତୀ ଦେବଶ୍ରୀ ଚୌଧୁରୀ

By amfnews

Related Post