Thu. Dec 26th, 2024

ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ

By amfnews Aug 29, 2019 #Featured
129 Views

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ଣଣ ବସ୍ତ ଗାଁର ରବିନ୍ଦ୍ର ନାୟକଙ୍କ ଘରେ ଡକାୟତ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ୬ରୁ ୭ ଜଣ ଡକାୟତ ମୁହଁରେ କପଡ଼ା ବାନ୍ଧିବା ସହ ହାତରେ ବନ୍ଧୁକ ଓ ଭୁଜାଲି ଧରି ରବିନ୍ଦ୍ରଙ୍କ ଘରେ ପଶିଥିଲେ। ଏହାପରେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଭୁଜାଲିରେ ଆକ୍ରମଣ କରି  ୬ ଭରି ସୁନା ଓ ୮୦ ହଜାର ଟଙ୍କା ଲୁଟି ନେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post