Mon. Mar 9th, 2026

‘ବଡ଼ବଡ଼ ବ୍ରାଣ୍ଡ ବିକୁଛନ୍ତି ନ୍ୟୁନ ମାନର ପ୍ରୋସେସ୍‌ଡ କ୍ଷୀର’

193 Views

୨୦୧୮ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧,୧୦୩ ସହରରୁ ୬୪୩୨ କ୍ଷୀର ନମୁନା ସଂଗ୍ରହ କରାଯାଇଥିଲା। ଏହା ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରୁ ଅଣାଯାଇଥିଲା।

By amfnews

Related Post