141 Views
ନୂଆଦିଲ୍ଲୀ, ଡିସେମ୍ବର ୧୮ : ମଧ୍ୟପ୍ରଦେଶରେ ସୋମବାର ନୂଆ ସରକାରଙ୍କର ଶପଥଗ୍ରହଣ ହୋଇଛି । ବିଜେପି ନେତା ବାବୁଲାଲ ଗୌରଙ୍କୁ ରାହୁଲଗାନ୍ଧୀ ଦିଗବିଜୟ ସିଂହ କରାଇଥିଲେ । ରାହୁଲ ତାଙ୍କୁ କଂଗ୍ରେସରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏହା ପରେ ବାବୁଲାଲ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ସାକ୍ଷାତ କରିତ ତାଙ୍କୁ ଅର୍ଜ୍ଜନ କରିଛନ୍ତି । ସିନ୍ଧିଆ ତାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ କି, ଆପଣଙ୍କ ପଦାନୁସରଣ କରିବି ।
ବାବୁଲାଲ ଭୋପାଳର ଟାଇଗର କୁହାଯାଉଥିବା ଆରିଫ ଅକିଲଙ୍କ ସହିତ ମଧ୍ୟ ସାକ୍ଷାତ କରି ବହୁତ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ବାବୁଲାଲ ତାଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ କି, ଅଭିନନ୍ଦନ ଆପଣଙ୍କ ସରକାର ଆସିଲା, ଆପଣ ମନ୍ତ୍ରୀ ହୋଇଗଲେ ।
ନିର୍ବାଚନ ପରେ ଭୋଟ ଗଣନା ପୂର୍ବରୁ ବାବୁଲାଲଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ କଂଗ୍ରେସର ବିଜୟ ବିଷୟରେ କହୁଥିବାର ଦେଖାଯାଇଥିଲା । କଂଗ୍ରେସ ମଧ୍ୟ ଏହି କଥାକୁ ସ୍ୱାଗତ କରିଥିଲା ।