Sat. Mar 7th, 2026

ବାପାଙ୍କୁ ମାଡ଼ ମାରି ପୁଅ ଗିରଫ

226 Views

ଖଣ୍ଡଗିରି, ଡିସେମ୍ବର ୦୨: ବୃଦ୍ଧ ବାପାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଭରତପୁରର ରିଙ୍କୁ ମହାରଣା(୨୪)। ସୂଚନାନୁସାରେ କୌଣସି କାରଣରୁ ଘରୋଇ କଳିକୁ କେନ୍ଦ୍ର କରି ଆଜି ସକାଳେ ରିଙ୍କୁ ତାଙ୍କ ବାପା ତ୍ରିପତି ଓରଫ୍ କାଳୁ ମହାରଣାଙ୍କୁ ମାଡ଼ ମାରିଥିଲା।

By amfnews

Related Post