Sat. Nov 23rd, 2024

ପ୍ରତାପ ଦେବଙ୍କୁ ପିପିଲି ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି

By amfnews Jan 28, 2021 #Featured
154 Views

ପିପିଲି , ଜାନୁଆରୀ 28 : ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହେବାକୁ ଯାଉଥିବା ବେଳେ ବିଧିବଦ୍ଧ ଭାବେ ବିଜେଡି ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛି ବିଜୁ ଜନତା ଦଳ । କୋଭିଡ୍ ଗାଇଡ୍‌ଲାଇନ ଅନୁସାରେ ପିପିଲି ଉପନିର୍ଵାଚନ ହେବ।

ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ତେବେ , ପିପିଲି ଆସନରୁ ପ୍ରଦୀପ ମହାରାଥୀଙ୍କ ମୃତ୍ୟୁପରେ ଏହି ଆସନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ନିଜର ଅଙ୍କକଷା ଆରମ୍ଭ କରିଦେଇଛନ୍ତି ।

By amfnews

Related Post