203 Views
ନୂଆଦିଲ୍ଲୀ, ଡିସେମ୍ବର ୦୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମରତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସର ନେବାରେ ଅସୁବିଧା ହେବାରୁ ସେ ଚଣ୍ଡିଗଡ଼ସ୍ଥିତ ପିଜେଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ହରସିମରତ କରୋନା ଟେଷ୍ଟ କରାଇଥିଲେ ତାର ରିପୋର୍ଟ ନେଗେଟିଭ୍ ରହିଛି । ଏବେ ଏକ ଡାକ୍ତରୀ ଟିମ୍ ହରସିମରତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଟିମରେ ନିୟୋଜିତ ଥିବା ସୂଚନା ମିଳିଛି।