Sat. Mar 7th, 2026

ପୁଲିସ୍‌ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ମହିଳା ପରୀକ୍ଷାର୍ଥୀ ଗୁରୁତର

227 Views

କେନ୍ଦୁଝର: କେନ୍ଦୁଝରରେ ପୁଲିସ୍‌ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ମହିଳା ପରୀକ୍ଷାର୍ଥୀ ଗୁରୁତର ହୋଇଛନ୍ତି। ପରୀକ୍ଷାର୍ଥୀ ଜଣକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗୁରୁତର ପରୀକ୍ଷାର୍ଥୀ ହେଲେ ପଣ୍ଡାପଡା ଥାନା ଜଙ୍ଘିରା ଗାଁର ଦମୟନ୍ତୀ ବେହେରା।

ସୂଚନାଥାଉ କି, ଗତକାଲି କଟକରେ ଓଡ଼ିଶା ଷ୍ଟେଟ୍‌ ଆର୍ମଡ୍‌ ପୁଲିସ୍‌ (OSAP) ଶାରୀରିକ ପରୀକ୍ଷାର ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା।

By amfnews

Related Post