Sun. Mar 8th, 2026
177 Views

ଭୁବନେଶ୍ୱର : ରାଜଧାନୀରେ ଏବେ ଜୋରସୋରରେ ଚାଲିଛି ଧଳା ଜହର କାରବାର। ପୁଲିସ୍‌ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ପର୍ଯ୍ୟନ୍ତ  କେହି ଏଥିରୁ ବାଦ୍ ପଡ଼ୁନାହାନ୍ତି। ଧଳା ଜହର ବିକୁଥିବା ଅଭିଯୋଗରେ  ଜଣେ ପୁଲିସ୍‌ କନଷ୍ଟେବଲଙ୍କୁ ଗିରଫ କରାଯାଇଛି। ଗିରଫ କନଷ୍ଟେବଲଙ୍କ ନାଁ ଜେ. ଭରିମଲ। ତାଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରାଯାଇଛି। ପୁଲିସ୍‌  କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି ଏନେଇ ସୂଚନା  ଦେଇଛନ୍ତି

By amfnews

Related Post