Sun. Mar 8th, 2026

ପୁଣି ଓଡ଼ିଶାକୁ ସାମୁଦ୍ରିକ ଝଡ ଭୟ !

171 Views

ଭୁବନେଶ୍ବର: ପୁଣି ଓଡ଼ିଶାକୁ ସାମୁଦ୍ରିକ ଝଡ ଭୟ। ଲଘୁଚାପର ରୂପ ନେବ ଉତ୍ତର-ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତର ରୂପ ନେବ। ଏହାପରେ ଦିଗ ପରିବର୍ତ୍ତନ କରି ଏହ ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳର କେନ୍ଦ୍ରାପଡ଼ାକୁ ଛୁଇଁବା ଆକଳନ କରାଯାଉଛି। ଏହାର ପ୍ରଭାବରେ ୮ ଓ ୯ ତାରିଖ ବେଳକୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

By amfnews

Related Post