Sun. Mar 8th, 2026

ନୀଳାଚଳ ସଂସ୍ଥା ତରଫରୁ କମ୍ବଳ ବଣ୍ଟନ……

270 Views

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ, ନୀଳାଚଳ ସେବା ସଂସ୍ଥା, ସୁନାବେଡା ସଖା ତରଫରୁ ଗତ ୯ ତାରିଖରେ ଏକ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା |  ସଂସ୍ଥାର  ସଂସ୍ଥା କାର୍ଯ୍ୟକର୍ତା ମାନେ, କୁନ୍ଦୁଲି ନିକଟସ୍ଥ ଗୁରୁକୁଳ  ଆଶ୍ରମର ଅନ୍ତଃବାସୀଙ୍କୁ ଶୀତରୁ  ରକ୍ଷା  ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା ଏହି କାର୍ରଯ୍ୟକ୍ରମରେ ସଂସ୍ଥା ର ସଭାପତି ଦେବେନ୍ଦ୍ର କୁମାର ମହାପାତ୍ର, ସମ୍ପାଦକ ନଟବର ମହାନ୍ତି, ଧିରେନ କୁମାର ବରାଳ, ବାପୁ ମିଶ୍ର, ଶିବ ପ୍ରସାଦ ସାବତ, ଗୋପାଳ କୃଷ୍ଣ ନାୟକ, ବିଷ୍ଣୁ ପ୍ରସାଦ ମିଶ୍ର, ମହେଶ ପ୍ରସାଦ ମହାନ୍ତି, ବିଭୁଦତ୍ତ ସ୍ଥପଥି, ରମାକାନ୍ତ ଦଳାଇ, ସ୍ନେହାଶିଷ ପତ୍ର, ଅଭୟ  କୁମାର ବେହେରା, ସତ୍ୟ ମିଶ୍ର ଅଂଶଗ୍ରହଣ  କରିଥିଲେ |

By amfnews

Related Post