Sat. Mar 7th, 2026
274 Views

exit poll are all wrong - sashi tharurତ୍ବ ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ତେବେ ଏହା ପାରିତ ହେବା ପୂର୍ବରୁ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର୍‌ । ଶଶୀ କହିଛନ୍ତି ଯେ, ଦଳ ଦୃଷ୍ଟିରୁ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସେ ଏହି ବିଲ୍‌କୁ ସେ ସମର୍ଥନ କରିବେ ନାହିଁ । କାରଣ ଏହା ଧର୍ମ ଆଧାରରେ ଭେଦଭାବ କରୁଛି। ଏହା ସାମ୍ବିଧାନିକ ବିରୋଧ ମଧ୍ୟ କରୁଛି । ଆଇନ୍‌ ସମସ୍ତଙ୍କୁ ପାଇଁ ଏକ ହେବା ଉଚିତ୍‌ । ତେବେ ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ବିଜେପି ପାଖରେ ନିଜର ୩୦୩ ସଦସ୍ୟ ରହିଛନ୍ତି, ତେଣୁ ଲୋକସଭାରେ ଏହି ବିଲ୍‌ ପାରିତ କରିବାରେ ବିଜେପିକୁ ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଏହା ବିଜେପି ଲାଗି ବେଶ୍‌ ଅଡୁଆ ସ୍ଥିତି ସୃଷ୍ଟି କରିବ ।

 

By amfnews

Related Post