Fri. Mar 6th, 2026

ନଭେମ୍ବର ୧୫ରେ ପୋଲାଭରମ ଶୁଣାଣି

282 Views

୨୦୧୧ରେ ଗୋପାଳ କୃଷ୍ଣ କମିଟି ବ୍ୟାକ୍ ଓ୍ୱାଟର୍‌ ଷ୍ଟଡି କରି ରିପୋର୍ଟ ଦେଇଥିଲା। ତେଣୁ ଆଉ ଥରେ ବ୍ୟାକ୍ ଓ୍ୱାଟର୍‌ ଷ୍ଟଡିର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଜଣାଇଥିଲେ

ପରିବେଶ ଆଇନ ଉଲ୍ଲଂଘନ ନେଇ ଓଡ଼ିଶାର ଆବେଦନ ଉପରେ ଗତକାଲି ମଧ୍ୟ ସୁପ୍ରିମ୍‌କୋର୍ଟ ଶୁଣାଣି କରିଥିଲେ। ପ୍ରକଳ୍ପର ଜଳଧାରଣ କ୍ଷମତା ବୃଦ୍ଧି କରାଯାଇଥିବାରୁ ଆଉ ଥରେ ବ୍ୟାକ୍ ୱାଟର୍‌ ଷ୍ଟଡି କରାଯାଇଥିଲା ନା ନାହିଁ ଜଣାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।

By amfnews

Related Post