Fri. Mar 6th, 2026

ଧରମ ଭଉଣୀଙ୍କୁ ଲଞ୍ଚ୍‌ କରିବେ ସଲମାନ୍‌ ଖାନ୍‌

336 Views

ଶ୍ୱେତା ରୋହିରା ଏହା ଭିତରେ ଅଭିନୟ ପାଇଁ ପ୍ରଶିକ୍ଷଣ ନେଲେ। ସଲମାନ୍‌ ଶ୍ୱେତାଙ୍କୁ ଏବେ ବଡ଼ ପରଦାରେ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଲେଣି। ସଲମାନ୍‌ ଖାନ୍‌ ପ୍ରଡକସନ୍‌ସ ଏବେ ଶ୍ୱେତାଙ୍କୁ ଲଞ୍ଚ୍‌ କରିବାକୁ ଭଲ କାହାଣୀ ଖୋଜୁଥିବା ଜଣାଯାଇଛି।ଖୁବ୍‌ ଶୀଘ୍ର ଏହାର ଟାଇଟଲ ଘୋଷଣା ହେବ।

By amfnews

Related Post