Mon. Dec 23rd, 2024

ତାମିଲନାଡୁ ନିର୍ବାଚନ; ପ୍ରାରମ୍ଭିକ ଟ୍ରେଣ୍ଟରେ ଡିଏମକେ ଓ ସହଯୋଗି ଆଗରେ, ପଛରେ ପଡିଲା ଶାସକ ଏଆଇଡିଏମକେ

By amfnews May 2, 2021 #Featured
258 Views

ଚେନ୍ନାଇ,ମେ୨ : ତାମିଲନାଡୁ ସାଧାରଣ ନିର୍ବାଚନ ୨୦୨୧ ପ୍ରରମ୍ଭିକ ପର୍ଯ୍ୟାୟରେ ଡିଏମକେ ଓ ତାର ସହଯୋଗିମାନେ ଆଗରେେ ରହିଛନ୍ତି । ଡିଏମକେ ଏବଂ ଏହାର ସହଯୋଗି ଯଥା କଂଗ୍ରେସ୍ ୧୩୮ ଆସନରେ ଆଗୁଆ ଅଛନ୍ତି, ତେବେ ଶାସକ ଏଆଇଡିଏମକେ ୯୫ ଟି ସଟ୍ ରେ ଆଗୁଆ ଅଛନ୍ତି । ତାମିଲନାଡୁରେ ମୋଟ ସିଟ ୨୩୪ ହୋଇଥିଲା ବେଳେ ସରକାର ଗଠନ ପାଇଁ ୧୧୮ ସିଟ ର ଆବଶ୍ୟକ ଅଛି । ତାମିଲନାଡୁରେ ୨୦୧୧ରୁ ଏଆଇଡିଏମକେ ଶାସନରେ ଥିଲା ବେଳେ ଆଗକୁ ଅହୁରି ଗୋଟିଏ ସରକାର ଗଠନ ପାଇଁ ଆଶା କରୁଛି । ତେବେ ବିରୋଧି ଡିଏମକେ ଏଆଇଡିଏମକେ ଦଳ ଭିତରେ ଥିବା ଅନ୍ତଦ୍ୱନ୍ଦ ସେମାନଙ୍କ ସରକାରକୁ ଆଣିବ ବୋଲି ଆଶା କରୁଛନ୍ତି । 

ରାଜ୍ୟରେ ପ୍ରଥମ ଥର ପାଇଁ ରାଜ୍ୟର ଦୁଇ ବରିଷ୍ଠ ନେତା ଜୟଲଳିତା ଏବଂ ଏମ କରୁଣାନିଧୀଙ୍କ ଅନୁପସ୍ତିତିରେ ସେମାନଙ୍କର ପର ପିଢିର ନେତା ମାନେ ଲଢେଇ ଜାରୀ ରଖିଥିଲା ବେଳେ ରାଜ୍ୟରେ ଅନ୍ୟ ସାମୁଖ୍ୟ ମାନଙ୍କୁ ମୁଣ୍ଡ ଟେକିବାକୁ ସୁଯୋଗ ଦେଇଛି ।

By amfnews

Related Post