Mon. Mar 10th, 2025

ତଲାକ୍‌ କହି ୩ ଥର ପତ୍ନୀଙ୍କୁ ହାଣିଲା ସ୍ୱାମୀ

By amfnews Jan 17, 2019 #Featured
252 Views

ବାଲେଶ୍ୱର, ଜାନୁଆରୀ ୧୭ : ପାରିବାରିକ କଳହର କରୁଣ ପରିଣତି ବୁଧବାର ବାଲେଶ୍ୱର ଜିଲ୍ଲାର ରେମୁଣା ଅଂଚଳରେ ଦେଖିବାକୁ ମିଳିଛି। ଜଙ୍କିରାଇ ଗାଁର ଜୈନୁଲ ଖାଁ ନିଜର ସ୍ତ୍ରୀ ରସିଦା ବିବିଙ୍କୁ ତଲାକ୍‌ କହି ୩ଥର ହାଣିଛି। ଆକ୍ରମଣର ଶିକାର ହୋଇ ରସିଦା ଚିତ୍କାର କରୁଥିବା ବେଳେ ଜୈନୁଲ ମାଂସକଟା ଚାପଡ଼ରେ ହାଣୁଥିଲା। ରସିଦାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post