Sat. Mar 7th, 2026

ଜାନୁଆରି ୬ରୁ ଜେଇଇ ମେନ୍‌ ପ୍ରଥମ ପର୍ଯ୍ୟାୟ ପରୀକ୍ଷା

490 Views

ପରୀକ୍ଷା ନେଇ ଓଜେଇଇ ସେଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୬ରୁ ୨୦ ଯାଏଁ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟରେ ଅସଫଳ ପିଲା ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷାରେ ସାମିଲ ହୋଇ ପାରିବ। ସେହିପରି ଇଣ୍ଟିଗ୍ରେଟେଡ ଏମ୍‌.ଏସ୍‌ସି ପାଇଁ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ପଡ଼ିବ।

 

By amfnews

Related Post