Sat. Mar 7th, 2026

ଘରେ ଶୋଇଥିଲେ ସ୍ୱାମୀସ୍ତ୍ରୀ, କାନ୍ଥ ଭାଙ୍ଗି ପଶିଲା ହାତୀ

225 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତା ମହିଳା ହେଲେ ସଜନୀ ପ୍ରଧାନ।  ତାଙ୍କ ସ୍ୱାମୀ ଭରତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ବାନ୍ଧବ ଗାଁ ମାଟିଆ ସାହିରେ।

ଗତ କିଛି ଦିନ ଧରି ହାତୀ ପାଇଁ ସେହି ଅଞ୍ଚଳରେ ଆତଙ୍କ ଦେଖାଦେଇଛି।

By amfnews

Related Post