Sat. Mar 7th, 2026

ଗ୍ରେଟର୍‌ ନଇଡ଼ା ଯମୁନା ଏକ୍ସ୍‍ପ୍ରେସ୍‌େଓ୍ଵରେ ବସ୍‌ ଦୁର୍ଘଟଣା: ୮ ମୃତ, ୩୦ ଆହତ

216 Views

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଗ୍ରେଟର୍‌ ନଇଡ଼ା ଅନ୍ତର୍ଗତ ଯମୁନା ଏକ୍ସପ୍ରେସ୍‌େଓ୍ଵରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ଆଠ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି।

ଭୋର୍‌ ପ୍ରାୟ ୫ଟା ବେଳେ ଯାତ୍ରୀଭରା ବସ୍‌ଟି ଟ୍ରକ୍‌ ସହ ଧକ୍କା ଖାଇଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି।

By amfnews

Related Post