Wed. Dec 25th, 2024

ଗୋଟିଏ ଦିନରେ ୨୪୭୪ ନମୁନା ପରୀକ୍ଷା

By amfnews Apr 24, 2020 #Featured
142 Views

ଭୁବନେଶ୍ବର  : କରୋନାକୁ ନେଇ ଦିନକୁ ଦିନ ବଢୁଛି ନମୁନା ପରୀକ୍ଷଣ ସଂଖ୍ୟା । ଗତକାଲି (୨୩ ତାରିଖ) ଗୋଟିଏ ଦିନରେ ଗୋଟିଏ ଦିନରେ ୨୪୭୪ ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି।

H & FW Dept Odisha

@HFWOdisha

Testing data for April 23,2020

Total Tested : 2474
RMRC: 1241
AIIMS: 115
SCB: 548
MKCG: 45
VIMSAR: 66
ILS: 377
IGH: 63
Apollo: 19

ଏଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୪୧ଟି ନମୁନା, ଏସସିବିରେ ୫୪୮, ଏମ୍ସରେ ୧୧୫, ଏମକେସିଜିରେ ୪୫, ଭିମ୍‌ସାରରେ ୬୬, ଆଇଏଲଏସରେ ୩୭୭, ଆଇଜିଏଚରେ ୬୩ ଓ ଆପୋଲୋରେ ୧୯ ନମୁନା ପରୀକ୍ଷା ହୋଇଛି। ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା।

ସୂଚନାଯୋଗ୍ୟ, ବୁଧବାର ଦିନ୨୨୦୯ଟି ନମୁନା ପରୀକ୍ଷା ହୋଇଥିଲା। ତା’ଆଗରୁ ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଥିଲା । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା।

By amfnews

Related Post