Fri. Mar 6th, 2026

କରୋନା ମହାମାରୀ ପାଇଁ ଏମବିବିଏସ ପରୀକ୍ଷା ସ୍ଥଗିତ

426 Views

ଭୁବନେଶ୍ବର, ଏପ୍ରିଲ ୨୮ :

କରୋନା ମହାମାରୀରେ ରୋକ ଲଗାଇବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ବାରା ପରିଚାଳିତ ସମସ୍ତ ମେଡିକାଲ କଲେଜଗୁଡ଼ିକରେ ଏମବିବିଏସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଆଜି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ ସୂଚନା ଦେଇଛନ୍ତି।

ଆସନ୍ତା ସପ୍ତାହ ଅର୍ଥାତ ଏପ୍ରିଲ ୩୦ରୁ ମେ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଚଳିତ ମାସ ଆରମ୍ଭରେ କରୋନା ମାମଲାରେ ବୃଦ୍ଧି ଘଟିବା ପରେ ରାଜ୍ୟସରକାର ସମସ୍ତ ବିଶ୍ବବିଦ୍ୟାଳୟରେ ୟୁଜି ଓ ପିଜି ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛନ୍ତି।

By amfnews

Related Post