Fri. Mar 6th, 2026

କରଣ ଜୋହରଙ୍କ ଅସଲ ନାଁକୁ ନେଇ ହେଲା ଖୁଲାସା, ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନାୟକକୁ ଦେଇ ସାରିଛନ୍ତି ନିଜ ନାଁ

364 Views

କରଣଙ୍କ କହିବା ଅନୁଯାୟୀ,ମୁଁ ଜନ୍ମ ହେବା ପରେ ମୋର ନାମ ରାହୁଲ କୁମାର ଜୋହର ଥିଲା । ଜନ୍ମପତ୍ରୀରେ ଏବେ ମଧ୍ୟ ମୋ ନାମ ରାହୁଲ ରହିଛି । କିନ୍ତୁ ଜନ୍ମ ହେବାର ୧୨ଦିନ ଦିନ ପରେ ମୋ ନାମ ରାହୁଲରୁ କରଣ ହୋଇ ଯାଇଥିଲା । କିନ୍ତୁ ଏବେ ବି ମୁଁ କରଣ କୁମାର ଜୋହର ହିଁ ଲେଖୁଛି ।

ତେବେ ଆପଣମାନେ ତ ଜାଣିଥିବେ, କରଣଙ୍କ ଅସଲ ନାମ ରାହୁଲ,ଶାହାରୁଖ୍‌ଙ୍କୁ ‘କୁଛ୍‌ କୁଛ୍‌ ହୋତା ହେ’ ଫିଲ୍ମରେ ମିଳିଥିଲା । ଯାହା ପରେ ‘ରାହୁଲ,ନାମ ତୋ ସୁନା ହି ହୋଗା’ ଡ଼ାଏଲଗ୍‌ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା ।

By amfnews

Related Post