Skip to content
117 Views
ପୂର୍ବରୁ କମ୍ଲେଶଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ କି, ଶୁକ୍ରବାର ୧୨ଟା ୩୦ମିନିଟ୍ରେ ଆମ ଘର ଉପର ମହାଲାରେ ମୋ ସ୍ୱାମୀ ତାଙ୍କ ଅଫିସରେ ବସିଥିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ଭେଟିବାକୁ ଆସିଥିଲେ । ପ୍ରାୟ ୪-୫ମିନିଟ୍ ପର୍ଯ୍ୟନ୍ତ ପାଟି ଶୁଣା ନ ଯିବାରୁ ମୁଁ ତାଙ୍କ ଅଫିସ ଭିତରକୁ ଯିବା ପରେ ମୋ ସ୍ୱାମୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲି । ୨୦୧୬ରେ ଦୁଇଜଣ ମୌଲବୀ ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୧.୫କୋଟି ଟଙ୍କା ଘୋଷଣା କରିଥିଲେ । ସେମାନେ ହିଁ ମୋ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।