Fri. Mar 6th, 2026

କଟକର ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କରେ ଅଗ୍ନିକାଣ୍ଡ

267 Views

କଟକ: ଆଜି ୧୨ଟା ୪୫ ମିନିଟ ସମୟରେ କଟକ ସହରର ମଙ୍ଗଳାବାଗରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ନିଆଁ ଲିଭାଇବାପାଇଁ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର ଅସଲ କାରଣ ଜଣାପଡ଼ିନାହିଁ।

By amfnews

Related Post