Tue. Nov 19th, 2024

ଆୟକର ବିଭାଗର ଭିଭି ମିନିରାଲ୍ସ ଓ କମ୍ପାନୀ ମାଲିକର ୧୦୦ଟି ଠିକଣାରେ ଚଢ଼ାଉ

By amfnews Oct 25, 2018 #Featured
128 Views

ଚେନ୍ନାଇ, ଅକ୍ଟୋବର ୨୫ : ତାମିଲନାଡୁର ଆୟକର ବିଭାଗ ଭିଭି ମିନିରାଲ୍ସ ଏବଂ କମ୍ପାନୀର ମାଲିକର ୧୦୦ଟି ଠିକଣରେ ଗୁରୁବାର ଭୋର ସକାଳ ଠାରୁ ଚଢ଼ାଉ କରିଛି । ଚଢ଼ାଉ କରିବା ପୂର୍ବରୁ ଆୟକର ବିଭାଗର କର୍ମଚାରୀମାନେ ସୁନିୟୋଜିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଭିଭି ମିନିରାଲ୍ସର ବହୁ ପରିମାଣରେ ସଂପତ୍ତି ଉପରେ ଅଭିଯୋଗ ହେବା ପରେ ଆୟକର ବିଭାଗ ପକ୍ଷରୁ କମ୍ପାନୀ ପରିସର ଏବଂ କମ୍ପାନୀର ମାଲିକ ବୈକୁଣ୍ଡରାଜନଙ୍କ ୧୦୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଆଶା କରାଯାଉଛି ଯେ, ଏହି ଚଢ଼ାଉ ଦିନସାରା ଚାଲିପାରେ ।

By amfnews

Related Post