Sat. Mar 7th, 2026

ଆଜି ମା’ କଟକ ଚଣ୍ଡୀଙ୍କ ଗାୟତ୍ରୀ ବେଶ

328 Views

କଟକ  :  ଆସନ୍ତାକାଲି ଷଷ୍ଠୀ। ଧରାପୃଷ୍ଠରେ ଅବତରଣ କରିବେ ଜଗଦଜନନୀ ମା’ ଦୁର୍ଗା।  ଶାରଦୀୟ ଦୁର୍ଗା ପୂଜା ଲାଗି ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଆଜି ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି ମା’ ଗଡ଼ଚଣ୍ଡୀ ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ପୂଜା ଲାଗି ଗାଁରୁ ସହରଯାଏ ସବୁ ନବବଧୂ ପରି ସଜେଇ ହୋଇଛି । ଟ୍ୱିନ୍ ସିଟି ସମେତ ରାଉରକେଲା, ବ୍ରହ୍ମପୁର ସବୁଠି ହୋଇଛି ରଙ୍ଗବେରଙ୍ଗର ତୋରଣ। ଶିଳ୍ପୀମାନେ ମୂର୍ତ୍ତିଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି ।

By amfnews

Related Post