Fri. Mar 6th, 2026

ଆଜି ଦେଶ ଜଣେ ଭଲ ଜ୍ଞାନୀ, ଓ ବକ୍ତା ନେତାଙ୍କୁ ହରାଇଲା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

348 Views

ଭୁବନେଶ୍ୱର, ଅଗଷ୍ଟ ୩୧ : ଦେଶର ୧୩ ତମ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି । ‘ପ୍ରଣବ ଦା ଜଣେ ଭଲ ବକ୍ତା, ଜ୍ଞାନୀ ଏବଂ ସରକାର ପରିଚାଳନାରେ ତାଙ୍କର ଅଭିଜ୍ଞତା ଅପୂରଣୀୟ, ବିଭିନ୍ନ ଜାତୀୟ ସମସ୍ୟାର ପରିଚାଳନା କରିବାରେ ପ୍ରଣବ ଦାଙ୍କ ନିଷ୍ପତ୍ତି ନେବାର କ୍ଷମତା କାରଣରୁ ସେ ସର୍ବଦା ମନେ ରହିବେ’ ବୋଲି ନବୀନ ଟ୍ୱିଟ କରିଛନ୍ତି ।

By amfnews

Related Post