Sat. Mar 7th, 2026

ଅଭିଯୁକ୍ତଙ୍କ ଲାଏ ଡିଟେକ୍ଟର ଟେଷ୍ଟ ଦାବିକଲେ ତନୁଶ୍ରୀ

348 Views

ନୂଆଦିଲ୍ଲୀ, :  ବଲିଉଡରେ ମି ଠୁ ଆନ୍ଦୋଳନ ଝଡ଼ ସୃଷ୍ଟି କରିଥିବା ବେଳେ ଏଥିଯୋଗୁଁ ଅନେକ ବଡ଼ ବଜେଟ୍‌ର ଚଳଚ୍ଚିତ୍ର ମଧ୍ୟ ପ୍ରଭାବିତ ହୋଇଛି। ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଆଜି ଅଭିନେତା ନାନା ପାଟେକର ଓ ଅନ୍ୟ ଅଭିଯୁକ୍ତମାନଙ୍କ ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ଦାବି କରିଛନ୍ତି। ତନୁଶ୍ରୀଙ୍କ ଓକିଲ ଏ ନେଇ କୋର୍ଟରେ ତାଙ୍କ ଆବେଦନ ଦାଖଲ କରିଛନ୍ତି। ତଦନ୍ତ ପ୍ରକ୍ରିୟାରେ ଏହି ଟେଷ୍ଟ ନିର୍ଣ୍ଣାୟକ ହେବ ବୋଲି ତନୁଶ୍ରୀ କହିଛନ୍ତି। ନାନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ତନୁଶ୍ରୀ କହିଛନ୍ତି ଯେ ଏହି ମାମଲାରେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ

By amfnews

Related Post