413 Views
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ୍ ରାମ୍ପାଲ ଚଳିତ ବର୍ଷ ନିଜ ଫିଲ୍ମ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ବିବାହର ୨୦ ବର୍ଷ ପରେ ପତ୍ନୀ ମେହର ଜେସିଆଙ୍କୁ ଛାଡ଼ପତ୍ର ଦେଇ ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଏକ କୋଟି ଟଙ୍କା ଋଣ ନେଇ ଫେରାଇ ନ ପାରିବାରୁ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।