Sun. Mar 8th, 2026

Reviews

ଲାଲକିଲ୍ଲା ହିଂସା: ଯବାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଆକାଶକୁ ଗିରଫ କଲା ପୋଲିସ

264 Viewsନୂଆଦିଲ୍ଲୀ, ଫେବୃଆରୀ ୦୨ : ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅବସରରେ ଲାଲ କିଲ୍ଲାରେ ହୋଇଥିବା ହିଂସାରେ ସାମିଲ ଆକାଶ ପ୍ରୀତ ସିଂହ ନାମରେ…

ଝରାଫୁଲ ମୃତ୍ୟୁ ମାମଲା ; ତିନି ଦିନିଆ ରିମାଣ୍ଡରେ ଗଲା ପୁରୁଷ ବନ୍ଧୁ ରାକେଶ

330 Viewsଯାଜପୁର, ଫେବୃଆରୀ ୦୨ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ତିନି ଦିନିଆ ରିମାଣ୍ଡରେ ଝରାଫୁଲଙ୍କ ପୁରୁଷ ବନ୍ଧୁ…

ଭିଜିଲାନ୍ସ ଜାଲରେ ବେଲପାହାଡ ଅବକାରୀ ସବ ଇନସ୍ପେକ୍ଟର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

206 Viewsସମ୍ବଲପୁର, ଫେବୃଆରୀ 1 : ଭିଜିଲାନ୍ସ ଜାଲରେ ସବ ଇନସ୍ପେକ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ବେଲପାହାଡ ଅବକାରୀ…

ଭାରତ – ଇଂଲଣ୍ଡ ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମିଳିପାରେ ପଡିଆରେ ମ୍ୟାଚ ଦେଖିବାକୁ ଅନୁମତି

186 Viewsଚେନ୍ନାଇ, ଫେବୃଆରୀ ୦୧ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଫେବୃଆରୀ 5 ତାରିଖରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ…

ଦୀର୍ଘ ୧୦ ମାସ ପରେ ଆଜିଠୁ ଖୋଲୁଛି ଅଙ୍ଗନୱାଡ଼ି

225 Viewsଭୁବନେଶ୍ୱର, ଫେବୃଆରୀ ୧ : କରୋନା ମହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ଧରି ରାଜ୍ୟରେ ବନ୍ଦ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ…

ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ପ୍ରୟାସ : ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ହାପିନେସ୍ କିଟ୍‌

304 Viewsଭୁବନେଶ୍ୱର, ଫେବୃଆରୀ ୧ : କରୋନା ମହାମାରୀ କାରଣରୁ ଦୀଘଁ ୧୦ ମାସ ଧରି ବନ୍ଦ ରହିଛି ରାଜ୍ୟରେ ସମସ୍ତ ସ୍କୁଲ ।…

ହଙ୍ଗକଙ୍ଗ ଛାଡ଼ି ବ୍ରିଟେନ ପହଂଚିଲେ ହଜାର ହଜାର ଲୋକ, ବିରୋଧ କଲା ଚୀନ

284 Viewsନୂଆଦିଲ୍ଲୀ, ଫେବୃଆରୀ ୦୧ : ଚୀନ ଗତ ବର୍ଷ ହଙ୍ଗକଙ୍ଗ ଉପରେ ଅଧିକ ପ୍ରଭାବ ଦେଖାଇବା ପାଇଁ ରାଷ୍ଟ୍ରୀ ସୁରକ୍ଷା ଆଇନ ଲାଗୁ…

କୋରାପୁଟ ସଡ଼କ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

207 Viewsକୋରାପୁଟ, ଫେବୃଆରୀ ୧ : କୋରାପୁଟ ଜିଳ୍ଲାରେ ଗତ କାଲି (ରବିବାର) ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ…