Fri. Mar 13th, 2026

AMF TV

ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି ପ୍ରସଙ୍ଗ: ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

267 Viewsଭୁବନେଶ୍ବର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଖୁବଶୀଘ୍ର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ। ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ୍‌ କେଳେଙ୍କାରୀ: ପାଣି ପଞ୍ଚାୟତ ଢାଲ, ଠିକାଦାର ମାଲାମାଲ

265 Viewsଯାଜପୁରରୋଡ: କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ୍‌ରେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ବିନା ସୂଚନା ଫଳକରେ କୋଟି କୋଟି ଟଙ୍କାର…

ୟୁପିରେ ୭୪ ଆସନ ଜିତିବୁ, ପ୍ରଭୁ ରାମଙ୍କ ଜନ୍ମସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ : ଅମିତ ଶାହ

245 Viewsନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଚାରଧାରାକୁ ନେଇ ଲଢ଼େଇ ହେବ । ଦୁଇଟି ବିଚାରାଧାରା ମଧ୍ୟରେ ଏହି ଲଢ଼େଇରେ ଜନସାଧାରଣ ନିଜ ପ୍ରତିନିଧି…

ଭାରତୀୟ ଜନତା ପାର୍ଟି ସହିତ ଏକାକୀ ଲଢିପାରିବ ନାହିଁ କଂଗ୍ରେସ : ଏ.କେ.ଆଣ୍ଟୋନି

271 Viewsତିରୁବନନ୍ତପୁରମ୍‌: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ.ଆଣ୍ଟୋନି ଆହୁରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି(ଭାଜପା) ସହିତ ଏକାକୀ…

ସିଡନୀ ଦିନିକିଆ: ପ୍ରଥମରୁ ଭାରତକୁ ଶକ୍ତ ଝଟକା, ସ୍ଥିତି ସମ୍ଭାଳିଲେ ରୋହିତ, ଧୋନୀ

216 Viewsସିଡନୀ: ସିଡନୀଠାରେ ଖେଳା ଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୨୮୯ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭିକ…

ଇତିହାସ ରଚିବାକୁ ଯାଉଛନ୍ତି ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ଼, ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ

202 Viewsନୂଆଦିଲ୍ଲୀ: ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ଼ । ଇତିହାସ ରଚିବା ଅପେକ୍ଷାରେ…

ଝାରସୁଗୁଡ଼ା ବିମାନବନ୍ଦରରେ ମୋଦୀଙ୍କ ଅବତରଣ ଉପରେ ନଜର: ଉଡ଼ାଣ ପାଇଁ ବାଟ ଫିଟିବ କି?

212 Viewsଝାରସୁଗୁଡ଼ା: ଆସନ୍ତା ୧୫ ତାରିଖ ଦିନ ବଲାଙ୍ଗୀର ଆସୁଥିବ‌ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟଥର ପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ…

ଫିଲ୍ମ ଟିକେଟ କିଣିବା ପାଇଁ ଟଙ୍କା ନ ଦେବାରୁ ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ

222 Viewsଭେଲୋର(ତାମିଲନାଡୁ): ତାମିଲନାଡୁର ଭେଲୋରରେ ଜଣେ ପୁଅ ନିଜ ବାପାକୁ ଜିଅନ୍ତା ଜାଳିଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର…

ସେଣ୍ଟ୍ରାଲ୍ ଷ୍ଟୋର୍‌ରୁ ଆଲୁମିନିୟମ୍‌ ସ୍କ୍ରାପ୍‌ ଚୋରି ଅଭିଯୋଗ: ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୪ ଗିରଫ

277 Viewsବାଲେଶ୍ୱର: ‌େନ‌େସ୍କା ୟୁଟିଲିଟିର ବାଲେଶ୍ବର ସେଣ୍ଟ୍ରାଲ ଷ୍ଟୋରରୁ ଆଲୁମିନିୟମ୍‌ ସ୍କ୍ରାପ୍‌ ଚୋରି ଅଭିଯୋଗରେ ପୁଲିସ ‌େନ‌େସ୍କାର ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସହ ୪…