Fri. Mar 20th, 2026

AMF TV

ମାସୁଦ ଆଝାର ପ୍ରସଙ୍ଗରେ କହିଲା ଚୀନ୍‌: ଭଲ ଭାବେ ତଦନ୍ତ କରିବାକୁ ଅଧିକ ସମୟ ଆବଶ୍ୟକ

208 Viewsନୂଆଦିଲ୍ଲୀ: ଜୈସ୍‌-ଏ-ମହମ୍ମଦ୍‌ର ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପ୍ରସଙ୍ଗ ସମ୍ବନ୍ଧରେ ଭଲ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଚୀନ୍‌…

ଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ କୋଲକାତା ଯାଉଥିବା ଧଉଳି ଏକ୍ସପ୍ରେସ୍‌ରେ ଫେରାର ହେବାକୁ ଯୋଜନା କରୁଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଶ୍ରୀ ଦାସଙ୍କ ସାନ ପୁଅର ଏକ ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଛି। ତେବେ ସେମାନଙ୍କ ଅନ୍ୟ ସହଯୋଗୀ ଭୁବନେଶ୍ବର ଛାଡ଼ି ଦେଇଥିବା ପୁଲିସ କହିଛି। ସମସ୍ତେ ଡକାୟତି ଘଟଣାରେ ସାମିଲ ଅଛନ୍ତି କି ନାହିଁ ସିସିଟିଭି ଫୁଟେଜ୍ ସହିତ ସେମାନଙ୍କ ଚେହେରକୁ ମେଳ କରାଯାଇଥିଲା। ଏଥିରୁ ସେମାନେ ଡକାୟତି ଘଟଣାରେ ସାମିଲ ଥିବା ସ୍ପଷ୍ଟ ହୋଇଛି ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଂଜନ ନାୟକ ଓ ତାଙ୍କ ଟିମ୍ ମଧ୍ୟାହ୍ନରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚି ଧଉଳି ଏକ୍ସପ୍ରେସ୍ ଭିତରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଅଣାଯାଇ ଅନ୍ୟ ସହଯୋଗୀଙ୍କ ବିଷୟରେ ଜେରା କରାଯିବ ବୋଲି ପୁଲିସ କହିଛି।

333 Viewsପୁଣେ: କଥାବାର୍ତ୍ତା ନ କରି ମୋବାଇଲ୍‌ ଫୋନ୍‌ରେ ‘ପାକିସ୍ତାନୀ ଡ୍ରାମା’ ନାମକ ଗୋଟାଏ ‘ସୋ’ ଦେଖିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ପତ୍ନୀଙ୍କୁ…

କାନନବିହାର ଫେଜ୍‌-୧ ଡକାୟତି ଘଟଣା, ଧଉଳି ଏକ୍ସପ୍ରେସ୍‌ରୁ ଧରାହେଲେ ୪

371 Viewsଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରି ନଥିଲା। ଘଟଣାସ୍ଥଳରୁ ପୁଲିସ ୪ଟି ବନ୍ଧୁକ, ଗୁଳିଗୋଳା, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଲ୍ୟାଣ୍ଡ ମାଇନ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି। ସୂଚନାଯୋଗ୍ୟ, ଏବେ ବି ଘଟଣାସ୍ଥଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏଥିରେ ଏସଓଜି ଓ ସିଆରପିଏଫର କୋବ୍ରା ଯବାନ ନିଯୋଜିତ ଅଛନ୍ତି ।

283 Viewsଚେନ୍ନାଇ: ତାମିଲନାଡୁର କୋୟମ୍ବଟୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ୪ଜଣ ଯୁବକଙ୍କ ପୂରା ରାଜ୍ୟର ୫୦ରୁ ଅଧିକ ମହିଳାଙ୍କୁ ଯୌନ…

ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଜଣେ ମହିଳା ମାଓବାଦୀ ନିହତ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

332 Viewsଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା…

ଚାରିଦିନ ଧରି ରାଜ୍ୟରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା

315 Viewsଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ ଏବଂ କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ବି ରହିଛି…

ବାପା-ପୁଅ, ସ୍ୱାମୀ-ସ୍ତ୍ରୀ ଓ ତିନି ଥର ହାରିଥିବା ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ମିଳିବା ଉଚିତ ନୁହେଁ : ତାରା ବାହିନୀପତି

401 Viewsଭୁବନେଶ୍ବର: ବାପ ହେଉ କି ପୁଅ ଗୋଟିଏ ପରିବାରୁ କେବଳ ଜଣଙ୍କୁ ଦଳୀୟ ଟିକେଟ୍ ମିଳିବା ଉଚିତ । ବାପା-ପୁଅଙ୍କୁ କଂଗ୍ରେସ ଟିକେଟ…

ମାର୍ଚ୍ଚ ୧୬ରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିବ ବିଜେପି, ୮୦-୯୦ସାଂସଦଙ୍କ କଟିପାରେ ଟିକେଟ୍‌

294 Viewsନୂଆଦିଲ୍ଲୀ : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫଳାଫଳ…

ଚାଓମିନ୍ ମିସ୍ତ୍ରି ପାଇଁ ବୋମାମାଡ଼, ଅଭିଯୁକ୍ତ ଗିରଫ

279 Viewsଖଣ୍ଡଗିରି : ୯ ତାରିଖ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଏକ ହୋଟେଲ ଉପରକୁ ବୋମାମାଡ଼ କରିଥିବା ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ…