Thu. Mar 12th, 2026

Crimes

ଅମୃତସର ଆତଙ୍କବାଦୀ ଘଟଣାରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରୁ ଆସିଥିଲା : ପଂଜାବ ମୁଖ୍ୟମନ୍ତ୍ରୀ

432 Views ଚଣ୍ଡୀଗଡ : ପଂଜାବର ଅମୃତସରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ…

#ମି-ଠୁ ଅଭିଯୋଗରୁ ମୁକ୍ତ ହେଲେ ବିସିସିଆଇ ସିଇଓ ରାହୁଲ ଜୋହରି

378 Views ମୁମ୍ବାଇ : ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ବିରୋଧରେ ଦୁଇଜଣ ମହିଳା ଲଗାଇଥିବା #ମି-ଠୁ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି…

କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ସାଧାରଣରେ ପ୍ରକାଶ କରିବାକୁ ମନାକଲା ପିଏମ୍‌ଓ

354 Views ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ବିରୋଧରେ ହସ୍ତଗତ ହୋଇଥିବା ଦୁର୍ନୀତି ଅଭିଯୋଗର ସବିଶେଷ ତଥ୍ୟ କୌଣସି ବି ପରିସ୍ଥିତିରେ କାହାକୁ ହେଲେ…

ଅଭିନେତାରୁ ରାଜନେତା ପାଲଟିଥିବା ରାଜବାବରଙ୍କ ବିରୋଧରେ ୧୯୯୬ର ଏକ ମାମଲାରେ ଗିରଫ ପରଓ୍ଵାନା ଜାରି

354 Views ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଅଭିନେତାରୁ ରାଜନେତା ପାଲଟିଥିବା ତଥା ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦେଶ ମୁଖ୍ୟ ଥିବା ରାଜବାବରଙ୍କ ବିରୋଧରେ ଉତ୍ତରପ୍ରଦେଶର ଏକ ସ୍ୱତନ୍ତ୍ର…

ସ୍କର୍ପିକକୁ ଧକ୍କା ଦେଲା ଟ୍ରକ୍‌, ବ୍ରିଜ୍‌ରେ ପିଟି ହେଲା ବାଇକ୍‌: ୩ ମୃତ, ୭ ଗୁରୁତର

335 Viewsଭୁବନେଶ୍ୱର, ନଭେମ୍ବର ୨୧ : ବାଲେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଟ୍ରକ ଓ ସ୍କର୍ପିଓ…

ହରିୟାଣାର ହିସାର୍‌ ଠାରେ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ୫ ଶ୍ରମିକ ମୃତ

177 Viewsହିସାର, ନଭେମ୍ବର ୨୧: ହରିୟାଣାର ହିସାର ସହରରେ ବୁଧବାର ପ୍ରତ୍ୟୁଷରେ ଗୋଟାଏ ଦ୍ରୁତଗାମୀ କାର୍‌ ଚଢ଼ିଯିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା…

ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଶିଶୁ ବିକ୍ରି ଉଦ୍ୟମ, ଧରାପଡ଼ିଲେ ଘରୋଇ ନର୍ସିଂ‌େହାମ୍‌ ନର୍ସ

193 Viewsସୁନ୍ଦରଗଡ଼, ୨୧/୧୧: ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଏକ ନବଜାତ ଶିଶୁପୁତ୍ରକୁ ୨୫ ହଜାର ଟଙ୍କାରେ ବିକ୍ରି ଉଦ୍ୟମ ବ୍ୟର୍ଥ ହୋଇଛି। ଏକ ଘରୋଇ…

ହ୍ଵାଟ୍‌ସଆପ୍‌ରେ ଚାଟିଂ କରିବା ପରେ ଦେଖା ହେବା ପାଇଁ ଡ଼ାକି ଦୁଷ୍କର୍ମ କଲା ଯୁବକ

202 Viewsନୂଆଦିଲ୍ଲୀ, ୨୧/୧୧ : ପୂର୍ବରୁ ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌ ମାଧ୍ୟମରେ ଅନେକ ଅପରାଧ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହାର ସମାଧାନ…