Mon. Jun 16th, 2025

୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା କାର, ୩ ଜଣଙ୍କ ଜୀବନ ଗଲା

188 Viewsଭୁବନେଶ୍ୱର, ଅଗଷ୍ଟ ୦୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକରେ ଆଜି ସକାଳୁ…

ସିବିଆଇ କରିବ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ

186 Viewsନୂଆଦିଲ୍ଲୀ, ଅଗଷ୍ଟ ୦୫ : ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ସିବିଆଇ । ବିହାର ସରକାରଙ୍କ ପକ୍ଷରୁ ଏ…

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

213 Viewsନୂଆଦିଲ୍ଲୀ, ଅଗଷ୍ଟ ୦୨ : ବିହାରର ଦାନାପୁରରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି…

ବର୍ଷେ ପର୍ଯ୍ୟନ୍ତ ମୁଁ ସୁଶାନ୍ତଙ୍କ ସହ ଲିଭ୍-ଇନରେ ଥିଲି, ସେ ଅବସାଦଗ୍ରସ୍ତ ଥିବା ଖବର ସତ; ସୁପ୍ରିମକୋର୍ଟକୁ ଜଣାଇଲେ ରିୟା

304 Viewsମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ତାଙ୍କ ବାପା ବିହାରର ଏଫଆଇର ରୁଜୁ କରିବା ପରେ ମାମଲା ଦିନକୁ ଦିନ…

୮ କ୍ୱିଣ୍ଟାଲ୍ ୫୫ କିଲୋଗ୍ରାମ ୫୦୦ ଗ୍ରାମ୍ ର ଗଞ୍ଜେଇ ଜବତ,୫ ଗିରଫ

248 Viewsକୋରାପୁଟ: କୋରାପୁଟ ଜିଲ୍ଲାରୁ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଥିବାର ଖବର ମିଳିଛି। ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ ମାଫିଆଙ୍କୁ…

ରାଜଧାନୀରେ ନାବାଳିକାଙ୍କ ମୃତଦେହ ଉଦ୍ଧାର

242 Viewsଭୁବନେଶ୍ବର: ରାଜଧାନୀରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭୁବନେଶ୍ୱରର ଡୁମଡୁମା ଅଞ୍ଚଳରୁ ଜଣେ ଦଶମ ଶ୍ରେଣୀର ନାବାଳିକା…

ରାଜ୍ୟରେ 1215 ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 332 କରୋନା ରୋଗୀ ଚିହ୍ନଟ

242 Viewsଭୁବନେଶ୍ୱର, ଜୁଲାଇ ୨୮ : ଆଜି ରାଜ୍ୟରେ ପୁଣି ଆଉ 1215 କରୋନା ପଜିଟିଭ୍ ଚିହ୍ନଟ। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 753…

୬ଟି ଘରୁ ଲକ୍ଷାଧିକ ଟଙ୍କା ଲୁଟ କଲେ ଦୁର୍ବୁତ୍ତ

166 Viewsକେନ୍ଦ୍ରାପଡା,ଜୁଲାଇ ୨୫ : ଗୋଟିଏ ଗ୍ରାମର ଛଅଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରିଛନ୍ତି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା…

ଆକ୍ରମଣର ଶିକାର ହେଲେ ପୋଲିସ ଟିମ, ୭ ଅଭିଯୁକ୍ତ ଗିରଫ

181 Viewsଭୁବନେଶ୍ୱର, ଜୁଲାଇ ୨୫ : ଜୁଆ ଆଡ୍ଡାରେ ଚଢ଼ାଉ ସମୟରେ ପୋଲିସ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି । ପୁରୀ ଜିଲ୍ଲା କାକଟପୁର…

୨ ପରିବାର ମଧ୍ୟରେ ସଂଘର୍ଷ: ଠେଙ୍ଗାମାଡ଼ରେ ଜଣେ ମୃତ, ୪ ଆହତ

166 Viewsଭୁବନେଶ୍ୱର, ଜୁଲାଇ ୨୫ : ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ସଂଘର୍ଷରେ ୪…