Thu. Jan 16th, 2025

ସଫଳତା ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଠିକ୍ ସମୟରେ ସଠିକ୍ କାର୍ଯ୍ୟ କରିବାକୁ ହେବ : ସିଇଓ ଆରଏସପି

160 Viewsରାଉରକେଲା, ୧୧/୭ : “ସଫଳତା ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଠିକ୍ ସମୟରେ ସଠିକ୍ କାର୍ଯ୍ୟ କରିବାକୁ ହେବ” ବୋଲି ମାନବ ସମ୍ବଳ…

ପ୍ରଚାର ଓ ପ୍ରସାର ଦିଗରେ ହ୍ୱାଟ୍ସଆପ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି – ବିଧାୟକ : ରଘୁନଥପାଲି ବିଜେଡି ପକ୍ଷରୁ ହ୍ୱାଟ୍ସଆପ୍ କର୍ମଶାଳା

259 Viewsରାଉରକେଲା, ୧୧/୭ : ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ ଯୋଜନା ଓ ବିଜେଡିର ଦୈନନ୍ଦିନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର…

ରୋଗୀ ସେବାରେ ଗୁଣାତ୍ମକମାନ ବୃଦ୍ଧି ପାଇଁ ଚେଷ୍ଟା ଜାରି ରହିବ – ବିଧାୟକ : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ

236 Viewsରାଉରକେଲା, ୧୧/୭ : ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଗତ ବର୍ଷ ମାନଙ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ…

ଆର୍ଏସ୍ସିଏଲ୍ ପ୍ରକଳ୍ପ ଓ ସ୍ୱେରେଜ ପ୍ରକଳ୍ପ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

194 Viewsରାଉରକେଲା, ୧୧/୭: ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ଓ ସ୍ୱେରେଜ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ଆର୍ଏମ୍ସି କାଉନସିଲ ହଲଠାରେ ଅନୁଷ୍ଠିତ…

ବିଏସ୍ଏନ୍ଏଲ୍ କାଜୁଆଲ ଓ କଣ୍ଟ୍ରାକ୍ଟ ୱାର୍କର୍ସ  ଫେଡେରେସନର ଧାରଣା ଅନୁଷ୍ଠିତ

241 Viewsରାଉରକେଲା, ୧୧/୭ : ବିଏସ୍ଏନ୍ଏଲ୍ କାଜୁଆଲ ଓ କଣ୍ଟ୍ରାକ୍ଟ ଫେଡେରେସନ ପକ୍ଷରୁ ଏକ ଦିବସୀୟ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ…

ଆରଏସପି ଷ୍ଟକଚରାଲ ଓ ଫେବ୍ରିକେସନସପ ସାମୁଦାୟିକଙ୍କ ପ୍ରଶଂସନୀୟ ପ୍ରୟାସର ଫଳସ୍ୱରୂପ ବିପୁଳ ସଞ୍ଚୟ ସାଧନ

316 Viewsରାଉରକେଲା, ୧୦/୭ : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଓ ଫେବ୍ରିକେସନ ବିଭାଗୀୟ ସାମୁଦାୟିକ ଉଦାହରଣୀୟ ପ୍ରୟାସ ନିଦର୍ଶନ ପୂର୍ବକ ନିଜସ୍ୱ ରୂପେ…

ରୋଟାରୀ କ୍ଲବ ରାଉରକେଲା କୁଇନ୍ ପକ୍ଷରୁ ପରିବେଶ ସଚେତନତା କାର୍ଯର୍୍ୟକ୍ରମ

179 Viewsରାଉରକେଲା, ୧୦/୭: ରୋଟାରୀ କ୍ଲବ ରାଉରକେଲା କୁଇନ୍ (ରୋଟାରୀ ଡିଷ୍ଟ୍ରିକ୍ଟ-୩୨୬୧) ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ କ୍ଲବ…