Sat. Mar 7th, 2026

2019

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ; ଅନ୍ୟୂନ ୭ ମୃତ

159 Viewsନୂଆଦିଲ୍ଲୀ: ଶୁକ୍ରବାର ଦିନ ୧୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଯାତ୍ରୀବାହୀ ବିମାନ କାଜାକ୍‌ସ୍ତାନର ଅଲ୍‌ମାଟି ବିମାନ ବନ୍ଦର ନିକଟରେ ତଳକୁ ଖସିପଡ଼ି…

ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ,ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

168 Viewsବଲାଙ୍ଗୀର : ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଜଣାଯାଇଛି। ଖରାପ ପାଗ ପାଇଁ ତାଙ୍କର ବଲାଙ୍ଗୀର…

ସଂଗ୍ରହାଳୟରେ ରହିଛି ଖୋଳପା, କୁଆଡ଼େ ଗଲେ ଭିତରକନିକାର ବଜ୍ରକାପ୍ତା?

188 Viewsରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିରଳ ପ୍ରଜାତିର ବଜ୍ରକାପ୍ତାଙ୍କୁ ଆଉ ଦେଖିବାକୁ ମିଳୁନି। ଭିତରକନିକାର ଡାଙ୍ଗମାଳଠାରେ ଥିବା ସଂଗ୍ରହାଳୟରେ…

ବରଗଡ଼ : ଆସୁଛି ଧନୁଯାତ୍ରା, ଗୋପପୁର ଚଳଚଞ୍ଚଳ

162 Viewsବରଗଡ଼ : ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ। ମଥୁରାରେ ମହାରାଜା କ˚ସଙ୍କ ମହାପ୍ରତାପ ଏବ˚ ଗୋପପୁରରେ କୃଷ୍ଣ-ବଳରାମଙ୍କ ଲୀଳା…

ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି

193 Viewsଭୁବନେଶ୍ବର : ନାଲକୋ ସହାୟତାରେ ରେଳ ବିଭାଗ ପକ୍ଷରୁ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରଦର୍ଶନ କରିବା ଦିଗରେ ଯେଉଁ…

ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରେ ମୋବାଇଲ୍‌ ଚାର୍ଜ କରୁଛନ୍ତି କଏଦୀ

221 Viewsକଟକ : ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରୁ ତାର କାଟି ମୋବାଇଲ୍‌ ଚାର୍ଜି˚ କରୁଛନ୍ତି କଏଦୀ। ଓ୍ୱାର୍ଡରେ ପ୍ଲଗ୍‌ର…

ବିଜେଡିର ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ : କ’ଣ କହିଲେ ଦଳର ନେତା

151 Viewsଭୁବନେଶ୍ବର : ବିଜୁ ଜନତା ଦଳରେ ନାହିଁ ସାମ୍ପ୍ରଦାୟିକ ଭେଦଭାବ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ପଞ୍ଜାବୀ ଓ ହିନ୍ଦୁ ସମସ୍ତେ ଦଳର କର୍ମୀଭାବେ…

ମଦ ବିରୋଧୀ ନିଆଁ ତେଜିଲା : ତିନି ଗାଁ ଲୋ‌କ ପୋଡ଼ିଦେଲେ ଭାଟି ଓ ୪ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

271 Viewsକବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ଜୋର୍ ଧରିଛି ମଦବିରୋଧୀ ଆନ୍ଦୋଳନ। ବୁଧବାର ରାତିରେ ଏ.ବରିଡ଼ା ଗ୍ରାମରେ ଉତ୍ତ୍ୟକ୍ତ ମହିଳା…

ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ଆଖି ବୁଜିଲେ, ଦିଲ୍ଲୀରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ

260 Viewsବରଗଡ଼ : ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଧାପାଲି…