Thu. Mar 12th, 2026

August 2019

ଓଡ଼ିଶା ବିଧାନସଭା କକ୍ଷର ହେବ ପୁନର୍ବିନ୍ୟାସ

162 Viewsଭୁବନେଶ୍ବର : ଓଡ଼ିଶା ବିଧାସନଭା କକ୍ଷର ପୁନର୍ବିନ୍ୟାସ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଧାନସଭା କକ୍ଷରେ ଅଧିକ ଖାଲି…

ଭୂତ ପିଲାରେ ଚାଲିଛି ବିଦ୍ୟାଳୟ : ଅଛନ୍ତି ୪, କାଗଜପତ୍ରରେ ୧୪

222 Viewsକୋରାପୁଟ : ବର୍ଷ ବର୍ଷ ଧରି ଭୂତ ପିଲାଙ୍କୁ ନେଇ ଚାଲିଛି ବିଦ୍ୟାଳୟ। କାଗଜପତ୍ର ଅନୁଯାୟୀ, ବିଦ୍ୟାଳୟରେ ୧୪ଜଣ ଛାତ୍ରଛାତ୍ରୀ ରହିଥିଲ ବେଳେ…

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ପିଲା

176 Viewsଭୁବନେଶ୍ବର : ଯୁକ୍ତ୨ ପରେ ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଖୋଦ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବି ଏକଥାକୁ ସ୍ବୀକାର…

୨୬ରେ ଦିଲ୍ଲୀରେ ମାଓବାଦୀ ଉପଦ୍ରୁତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ : ‘ମାଓ ଗତିବିଧି ୫ ଜିଲ୍ଲାରେ ସୀମିତ’

161 Viewsଭୁବନେଶ୍ବର : ରାଜ୍ୟରେ ମାଓ ହିଂସା ନିୟନ୍ତ୍ରଣ କରିବାରେ ସରକାରଙ୍କୁ ସଫଳତା ମିଳିଛି। ଏବେ ରାଜ୍ୟର ୧୫ଟି ମାଓବାଦୀ ଉପଦ୍ରୁତ ଜିଲ୍ଲାରୁ କେବଳ…

ଚବିଶ ପ୍ରଗଣାରେ ମନ୍ଦିର ପାଚେରି ଭାଙ୍ଗି ୪ ମୃତ, ଅନେକ ଆହତ

198 Viewsକୋଲ୍‌କାତା : ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କଚୁଆରେ ଗୋଟାଏ ମନ୍ଦିର ପାଚେରି ଭାଙ୍ଗି ପଡ଼ିବାରୁ ଅନ୍ୟୂନ ଚାରିଜଣ ବ୍ୟକ୍ତି…

ଜନନୀ ଯନ୍ତ୍ରଣା: ବ୍ରହ୍ମପୁରରେ ରାସ୍ତା ଉପରେ ପ୍ରସବ କଲେ ମହିଳା

222 Viewsବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଦୃଶ୍ୟ | ମେଡିକାଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରାସ୍ତା ଉପରେ ପ୍ରସବ କରିଛନ୍ତି ମହିଳା |…

ଆଜି ଜନ୍ମାଷ୍ଟମୀ : ରାଜ୍ୟର ମଠମନ୍ଦିରରେ ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ଼, ପରିବେଶ ଉତ୍ସବମୁଖର

190 Viewsଭୁବନେଶ୍ବର : ଆଜି ଭଗବାନ୍‌ ଶ୍ରୀକୃଷ୍ଣଙ୍କ ସ୍ମାର୍ତ୍ତ ସମ୍ମତ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ। କି˚ବଦନ୍ତି ଅନୁଯାୟୀ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ, ବିଷ୍ଣୁଙ୍କ…