Sat. Dec 28th, 2024

କଟକରେ ନକଲି ଖାଇବା ତେଲ କାରଖାନା ଠାବ : ମାଲିକ ଅଟକ, ଅପମିଶ୍ରିତ ତେଲ, ନକଲି ସରଞ୍ଜାମ ଜବତ

124 Viewsଫୁଲନଖରା : କଟକ ଜଗତପୁର ପରେ ସଦର ଥାନା ଅଞ୍ଚଳରେ ଏକ ବୃହତ ନକଲି ଖାଇବା ତେଲ କାରଖାନାକୁ ପୁଲିସ ଠାବ କରିଛି।…

ବିଶ୍ବସ୍ତରୀୟ ହେବ ରଘୁନନ୍ଦନ ପାଠାଗାର

201 Viewsପୁରୀ : ଶ୍ରୀମନ୍ଦିର ସମ୍ମୁଖ ଏମାର ମଠରେ ଥିବା ବ୍ରିଟିସ୍‌ ଅମଳର ରଘୁନନ୍ଦନ ପାଠାଗାରର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।…

ଆଜି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା

163 Viewsଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, କଟକ, ନବରଙ୍ଗପୁର…

ଯୁକ୍ତ୩ ପରୀକ୍ଷାରେ ଆସିବ ସଂସ୍କାର, ବଢ଼ିବ ଖାତା ଦେଖା ପାଉଣା

161 Viewsଭୁବନେଶ୍ୱର : ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା। ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା…

୯ ଶହ ବର୍ଷର ସବୁଠୁ ଧନୀ ଏମାର ମଠ

499 Viewsପୁରୀ : ଶ୍ରୀସଂପ୍ରଦାୟ (ରାମାନୁଜ ସଂପ୍ରଦାୟ)ର ଆଦି ପ୍ରଚାରକ ତଥା ବିଶିଷ୍ଟ ଅଦୈତ୍ୟାଚାର୍ଯ୍ୟ ଶ୍ରୀରାମାନୁଜ ଖ୍ରୀଷ୍ଟୀୟ ଦ୍ବାଦଶ ଶତାଦ୍ଦୀର ପ୍ରଥମ ଭାଗରେ ପୁରୀ…

ଆଣବିକ ବୋମା ବହନକାରୀ ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ ପରୀକ୍ଷା କଲା ପାକିସ୍ତାନ

188 Viewsନୂଆଦିଲ୍ଲୀ : ଗୁରୁବାର ପ୍ରତ୍ୟୁଷରେ ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ର ପରୀକ୍ଷଣ କରିଛି। ପାକିସ୍ତାନ ସଶସ୍ତ୍ର ବାହିନୀର…

ରାମେୟାପାଟଣାରେ ପୁଣି ସମୁଦ୍ର ଉଗ୍ର

136 Viewsବ୍ରହ୍ମପୁର/ଚିକିଟି : କିଛିଦିନର ବ୍ୟବଧାନ ପରେ ପୁଣି ରାମେୟାପାଟଣାଠାରେ ସମୁଦ୍ର ଉଗ୍ରରୂପ ଧାରଣ କରିଛି। ଆସନ୍ତା ଶୁକ୍ରବାର ଅମାବାସ୍ୟା ତିଥି ଥିବାବେଳେ ସମୁଦ୍ର…

ବିଲ୍‌ ପୈଠ କରି ନ ଥିବାରୁ ଇମ୍ରାନ୍‌ ଖାଁଙ୍କ ଅଫିସ୍‌ରୁ କଟାଗଲା ବିଜୁଳି

132 Viewsଇସ୍‌ଲାମାବାଦ୍‌ : କୋଟି କୋଟି ଟଙ୍କା ବିଜୁଳି ଦେୟ ବାକି ପଡ଼ିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ…

ସମୁଦ୍ର ଜଳ ଦ୍ବାରା ସୃଷ୍ଟ ବସ୍ତି, ଯେଉଁଠାରେ ନା ଅଛି ପାନୀୟ ଜଳର ବ୍ୟବସ୍ଥା ନା ବିଦ୍ୟୁତ୍‌

140 Viewsସ˚ପ୍ରତି ବିଶ୍ବର ବୃହତ୍ତମ ବସ୍ତି ହେଉଛି ପାକିସ୍ତାନର କରାଚୀରେ ଥିବା ଓର˚ଜି। ଓର˚ଜି ବସ୍ତିରେ ବାସିନ୍ଦାଙ୍କ ସ˚ଖ୍ୟା ଚବିଶ ଲକ୍ଷରୁ ଅଧିକ। ଏବେ…

ଆଇଏସ୍‌ଏସ୍‌ଏଫ୍‌ ଓ୍ଵାର୍ଲଡ୍‌ କପ୍‌ରେ ସ୍ୱର୍ଣ୍ଣ ଜିଣିଲେ ଭାରତୀୟ ସୁଟର୍‌ ଏଲାେଓ୍ଵନିଲ୍‌ ଓ୍ଵାଲାରିଓ୍ଵାନ୍‌

134 Viewsରିଓ ଡି ଜେନିରୋ : ରିଓ ଡି ଜେନିରୋ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ରେ ଆୟୋଜିତ ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ବର୍ଗରେ…