Thu. Jan 23rd, 2025

ଅଷ୍ଟ୍ରେଲିଆ ଭିସା ପାଇଁ କାଗଜପତ୍ରରେ ବାହାହେଲେ ଭାଇଭଉଣୀ, ଧରାପଡ଼ିବା ପରେ ଫେରାର

169 Viewsଚଣ୍ଡିଗଡ଼: ବିଦେଶ ଭ୍ରମଣ, ବିଦେଶ ଚାକିରି ପାଇଁ ଯୁବ ଗୋଷ୍ଠୀ କିପରି ପାଗଳ ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ।…

ଅଣ୍ଡରଓ୍ଵାର୍ଲଡ ଡନ୍‌ ରବି ପୂଜାରି ଗିରଫ

248 Viewsନୂଆଦିଲ୍ଲୀ: ଅଣ୍ଡରଓ୍ଵାର୍ଲଡ ଡନ୍‌ ରବି ପୂଜାରିକୁ ସେନେଗଲରୁ ପୁଲିସ ଗିରଫ କରିଛି। ୧୯୯୦ ଦଶକରେ ସେ ମୁମ୍ବାଇରେ ଅପରାଧିକ ଗତିବିଧି ବଢାଇଥିଲା। ସୁରକ୍ଷା…

ଅନ୍ତରୀଣ ବଜେଟ୍‌: ଜାନୁଆରି ୨୦୧୯ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି

176 Viewsନୂଆଦିଲ୍ଲୀ : ଜାନୁଆରି ୨୦୧୯ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ପିୟୂଷ ଗୋୟଲ୍।…

କ’ଣ ହେବ ଭାଜପାର ଏହି ଚାରି ଅସନ୍ତୁଷ୍ଟ ନେତାଙ୍କ ଭବିଷ୍ୟତ ?

216 Viewsନୂଆଦିଲ୍ଲୀ : ମୋଦୀ ସରକାରଙ୍କ ବିପକ୍ଷରେ ବିଷୋଦଗାର କରୁଥିବା ଭାରତୀୟ ଜନତା ପାର୍ଟିର କେତେକ ଅସନ୍ତୁଷ୍ଟ ନେତାଙ୍କର ଭବିଷ୍ୟତକୁ ନେଇ ଆକଳନ ଆରମ୍ଭ…

ଗୋଟିଏ ଦିନର ଦରମା ଦାନ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

403 Viewsଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାସ୍ତାଉପରେ ଅନେକ ଗାଈ ବୁଲୁଥିବାର ପରିଲକ୍ଷିତ ହେଉଛି। ଏହା ପୁଲିସ ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଏଭଳି…

ବଜେଟ ୨୦୧୯ରେ ଡିଜିଟାଲ୍ ଇଣ୍ଡିଆର ଚିତ୍ର : ୫ ବର୍ଷରେ ୧ ଲକ୍ଷ ଗାଁ ହେବ ଡିଜିଟାଲ

276 Viewsନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ଡିଜିଟାଲ ଭିଲେଜ୍ ନିର୍ମାଣ ନେଇ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଘୋଷଣା କରିଛନ୍ତି…

ବଜେଟ୍ ଆଗତ କରିବା ସମୟରେ ପୀୟୂଷ ଗୋୟଲ କହିଲେ ଏହି ସିନେମାର ଦମଦାର୍‌ ସଂଳାପ

164 Viewsନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଆଗତ…