245 Views
ଆଜି ଭୁବନେଶ୍ୱର ପିଏମଜି ଠାରେ କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଏନଏଚଏମ କର୍ମଚାରୀମାନେ ଧାରଣା ଦେଇଛନ୍ତି| ସମସ୍ତ କର୍ମଚାରୀ ଭୁବନେଶ୍ୱରରେ ଧାରଣା ପାଈଁ ଯାଇ ଥିବାବେଳେ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି| ସେମିଲିଗୁଡା ସ୍ଥାନୀୟ ଲୋକୋ ବହୁତ ଅସୁବିଧାର ସାମନା କରୁଛନ୍ତି| କର୍ମଚାରୀଙ୍କ ଦାବି ଗୁଡିକ ହେଲା; ସ୍ଥାୟୀ ନିଯୁକ୍ତି, ପି ଆଇ ସ୍କିମ ଉଛେଦ, ଘରଭଡା ଭତା, ୭ମ ବେତନ ତୁରନ୍ତ ଲାଗୁ କରାଯାଉ| ରାଜ୍ୟ ସଭାପତି ରବୀନ୍ଦ୍ର ଜେନା, ସମ୍ପାଦକ ଧନେଶ୍ୱର ସ୍ୱାଇଁ ଉକ୍ତ ଧାରଣାରେ ଯୋଗ ଦେଇଥିଲେ |