222 Views

୨୦୧୯ରେ ସେ ମୁମ୍ବାଇର ଜଣେ ବ୍ୟବସାୟୀ ବିକ୍କୀ ଜୈନ୍ଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଦୁହିଁଙ୍କୁ ଅନେକ ପାର୍ଟିରେ ଦେଖା ଯାଇ ସାରିଥିବା ବେଳେ ଏବେ ଦୁହିଁଙ୍କ ବିବାହର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଙ୍କିତାଙ୍କ ପ୍ରବକ୍ତା ଏହି ଖବରକୁ ଗୁଜବ ବୋଲି କହିଛନ୍ତି । ତେବେ କ’ଣ ସତ ତାହା ଭବିଷ୍ୟତରେ ଜଣାପଡ଼ିବ ।