Sun. Mar 8th, 2026

୧୪ ଦିନ ପାଇଁ କେନ୍ଦ୍ରୀୟ ଗୁଇନ୍ଦା ଅଫିସ ସିଲ୍

170 Views

ଭୁବନେଶ୍ୱର  :  ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସର  ଜଣେ  କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହାପରେ ସମ୍ପୂର୍ଣ୍ଣ ଅଫିସକୁ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି।

ସଂକ୍ରମଣ  ଆଶଙ୍କାରେ ଆକ୍ରା ନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ  କାର୍ଯ୍ୟାଳୟର ଅନ୍ୟ  ସମସ୍ତ କର୍ମଚାରୀ ମଧ୍ୟ  ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି। ଅଫିସକୁ ସିଲ କରି ଦିଆଯାଇଥିବା ବେଳେ ସମସ୍ତଙ୍କ  ସ୍ୱାବ୍ ନମୂନା ସଂଗ୍ରହ କରାଯିବ ବୋଲି  ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ କହିଛନ୍ତି।

By amfnews

Related Post