Sat. Mar 7th, 2026
286 Views

ଶାହା କହିଛନ୍ତି କି ଗତ ୭୦ ବର୍ଷ ହେବ ଦେଶ ଏପରି ଜଣେ ନେତାଙ୍କୁ ଅପେକ୍ଷା କରିଥିଲା। ଫଳରେ ଦେଶ ସୁରକ୍ଷାରୁ ନେଇ ବିକାଶ, ଜନକଲ୍ୟାଣ ଓ ସାମାଜିକ ସବୁ ଦିଗରେ ଉନ୍ନତି କରିପାରିବ। ଆଗାମୀ ଦିନକୁ ନେଇ ଲୋକଙ୍କ ମନରେ ଥିବା ଆକାଙ୍‌କ୍ଷାକୁ ପୂରା କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ। ସେ ତାଙ୍କ ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ଟ୍ଵିଟ୍‌ କରି ମୋଦୀଙ୍କ ସଫଳତମ ୧୦୦ ଦିନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

By amfnews

Related Post