537 Views
ହରିଦ୍ବାର, ଡିସେମ୍ବର ୨୮ : କରୋନା ମହାମାରୀ ପାଇଁ ଉତ୍ତରାଖଣ୍ଡର ହରିଦ୍ବାରରେ ଆୟୋଜିତ କୁମ୍ଭମେଳା ଅବଧି ହ୍ରାସ କରାଯାଇଛି ବୋଲି ସହରାଞ୍ଚଳ ବିକାଶ ମନ୍ତ୍ରୀ ମଦନ କୌଶିକ କହିଛନ୍ତି । ୨୦୨୧ରେ ଏହି ପବିତ୍ର ମେଳା ସାଢେ ତିନିମାସ ବଦଳରେ ୪୮ ଦିନ ଚାଲିବ ବୋଲି ଘୋଷଣା କରାଯାଇଛି ।
ଜାନୁଆରୀ ପ୍ରଥମରୁ ଏଥିପାଇଁ ରାଜ୍ୟସରକାର ବିଜ୍ଞପ୍ତି ଜାରି କରନ୍ତି । ତେବେ ଆସନ୍ତାବର୍ଷ ମାର୍ଚ୍ଚ ଓ ଏପ୍ରିଲରେ ଶ୍ରଦ୍ଧାଳୁମାନେ ସେଠାରେ ସାମିଲ ହୋଇପାରିବେ ଓ ବୁଡ ପକାଇପାରିବେ ।