Mon. Dec 23rd, 2024

ସ୍ପିଡ୍ ର ମୁକୁଟ ଏୟାର୍ ଟେଲ ମୁଣ୍ଡରେ, ଜିଓ ପଡିିଲା ପଛରେ

rout.subhashree22@gmail.com' By Subhashree Rout Apr 19, 2018 #Featured
289 Views

ଡାଉନ୍ଲୋଡ, ୩ଜି, ୪ଜି ନେଟ୍ୱର୍କ ମାମଲାରେ ଜିଓ୍କୁ ପଛରେ ପକାଇଛି ଏୟାରଟେଲ୍ । ସୁନୀଲ ମିତ୍ତଲଙ୍କ ଦ୍ୱାରା ଭାରତୀ ଏୟାର୍ଟେଲ୍ ନିୟନ୍ତ୍ରିତ ହେଉଛି । ଜିଓର ୪ଜି ଡାଉନ୍ଲୋଡ୍ ସ୍ପିଡ୍ ୫.୧ ଏମ୍ବିପିଏସ୍ ରହୁଥିବାବେଳେ ଏୟାରଟେଲ୍ର ୬ ଏମ୍ବିପିଏସ୍ ରହୁଛି । ମୋଟ ୨୭ ପ୍ରତିଶତ ପଏଣ୍ଟ ସହ ୪ ଜି ସୁବିଧା ପ୍ରଦାନ କ୍ଷେତ୍ରରେ ଜିଓ ଏବେ ପ୍ରତିଦ୍ୱନ୍ଦୀ ଏୟାର୍ଟେଲ୍, ଆଇଡିଆ ଏବଂ ଭୋଡାଫୋନ୍ ଠାରୁ ଖୁବ୍ ଆଗରେ ରହିଛି । ଡାଉନ୍ଲୋଡ୍ ସ୍ପିଡ୍ରେ ଆଗୁଆ ରହିଥିବା ଏୟାର୍ଟେଲ୍ର ନେଟ୍ୱର୍କ କଭ୍ରେଜ୍ କ୍ଷମତା ସର୍ବନିମ୍ନ ୬୬ ପ୍ରତିଶତ ରହିଥିବା ବେଳେ ଜିଓର ୯୬ ପ୍ରତିଶତ, ଆଇଡିଆର ୬୮ ପ୍ରତିଶତ ରହିଛି ।

Related Post