173 Views
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ମିଳିଛି । ଦୁହେଁ ଆଜି ସକାଳେ ସ୍କୁଲକୁ ଯାଉଥିବା ବାଟରେ ସେମାନଙ୍କୁ ଅପହରଣ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳି ପାରି ନାହିଁ ।