Sat. Mar 7th, 2026

ସୁନ୍ଦରଗଡର ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କ ଗାଡ଼ିକୁ ଅଟକାଇଲା ପୁଲିସ

369 Views

ରାଉରକେଲା: ଆଜି ପୁଲିସ ସୁନ୍ଦରଗଡର ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇଥିବା ଚର୍ଚ୍ଚାର ବିଷୟ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ ବିଜେଡି ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ କରଡେଗା, କେକେରମା, ହାତିବାରି ଆଦି ବାଟ ଦେଇ ପୁରୁଣା ପାଣି ଛକରେ ପହଞ୍ଚିବା ବେଳେ ପୁଲିସ୍ ତାଙ୍କ ଗାଡ଼ିକୁ ଅଟକାଇ ରୋଡ ସୋ’ ଏବଂ ମାଇକର ଅନୁମତି ପତ୍ର ଦେଖାଇବାକୁ କହିଥିଲେ। ସୁନୀତା ବିଶ୍ୱାଳ କିନ୍ତୁ ହାର୍ଡ କପି ଦେଖାଇ ନଥିଲେ।

By amfnews

Related Post