389 Views
ରୋହିତ୍ ସେଟ୍ଟୀ କହିଛନ୍ତି, ‘ଫିଲ୍ମରେ କାହାକୁ ନେବି ବୋଲି ଭାବିନଥିବା ବେଳେ ସାରା ମୋତେ ଆରମ୍ଭରୁ ତାଙ୍କୁ ନେବା ପାଇଁ ଅନୁରୋଧ କରି ଆସୁଥିଲେ । ଅନେକ ଥର ମେସେଜ୍ ପଠାଇ ସେ ମୋତେ ଅନୁରୋଧ କରିଥିଲେ। କିନ୍ତୁ ମୁଁ ତାଙ୍କ ମେସେଜ୍ର କୌଣସି ପ୍ରତିକ୍ରିୟା ରଖିନଥିଲି । ଯାହା ପରେ ସେ ମୋ ଅଫିସକୁ ଆସି ମୋତେ ବାରମ୍ବାର ଅନୁରୋଧ କରିବାକୁ ଲାଗିଲେ। ପରେ ସାରାଙ୍କ ସହ କଥା ହେବା ପରେ ‘ସିମ୍ବା’ ପାଇଁ ସେ ହିଁ ଠିକ୍ ବୋଲି ମୁଁ ଭାବିଥିଲି । ଯାହା ପରେ ତାଙ୍କୁ ଫିଲ୍ମରେ ସୁଯୋଗ ମିଳିଥିଲା।’