284 Views
ନୂଆଦିଲ୍ଲୀ, ଜାନୁୟାରୀ ୦୭ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରବିବାର ୩ କମିଟିର ଗଠନ ସଂପର୍କରେ ଘୋଷଣା କରିଛନ୍ତି। ଶହାଙ୍କ ଘୋଷଣା ଅନୁସାରେ ୩ କମିଟି ୨୦୧୯ ଲୋକସଭା ନିର୍ବାଚନ ପାଇଁ କାମ କରିବେ। ଅମିତ ଶାହ କହିଛନ୍ତି, ନିର୍ବାଚନ ଇସ୍ତାହାର କମିଟି, ପ୍ରଚାର-ପ୍ରସାର କମିଟି ଓ ସାମାଜିକ-ସ୍ୱୟଂସେବୀ ସଂଗଠନ ସଂପର୍କ କମିଟି ଗଠନ କରାଯାଇଛି।
ପ୍ରଚାର-ପ୍ରସାର କମିଟ: ଅରୁଣ ଜେଟଲୀ, ପୀୟୁଷ ଗୋୟଲ, ରାଜ୍ୟବର୍ଦ୍ଧନ ରାଠୋର, ଅନିଲ ଜୈନ, ମହେଶ ଶର୍ମା, ସତୀଶ ଉପାଧ୍ୟାୟ, ରାଜୀବ ଚନ୍ଦ୍ରଶେଖର ଓ ଋତୁରାଜ ସିଂହ।
ସାମାଜିକ-ସ୍ୱୟଂସେବୀ ସଂଗଠନ ସଂପର୍କ କମିଟ: ନିତିନ ଗଡ଼କରୀ, କୈଳାଶ ବିଜୟବର୍ଗୀୟ, ସଦାନନ୍ଦ ଗୌଡ଼ା, କଳରାଜ ମିଶ୍ର, ଶିବ ପ୍ରସାଦ ଶୁକ୍ଲା, ବିଜୟ ସାର୍ପଳା, ଏସ.ଏସ. ଅଲୁଓ୍ଵାଲିଆ, ବନ୍ଦାରୁ ଦତ୍ତାତ୍ରେୟ, ସର୍ଦ୍ଦାର ଆର.ପି. ସିଂହ, ମାଙ୍ଗେରାମ ଗର୍ଗ ଓ ଏଲ୍ ଗଣେଷନ।