Tue. Mar 10th, 2026
156 Views

ଭୁବନେଶ୍ବର : ହସ୍ପିଟାଲ୍‌ରେ ପଶି ଲୁଟ୍‌ପାଟ୍‌ ଅଭିଯୋଗରେ ସହିଦନଗର ଥାନା ପୁଲିସ ବେଗୁନିଆ ଅଞ୍ଚଳର ରାଜା ନାୟକ(୨୮)କୁ ଗିରଫ କରିଛି। ତା’ଠାରୁ ପାଖାପାଖି ୧୦ ହଜାର ଟଙ୍କାର କପର ତାର ଜବତ ହୋଇଛି। ରାଜା ଏଠାରେ ସହିଦନଗର ଆଖଣ୍ଡଳମଣୀ ବସ୍ତିରେ ରୁହେ। ପୁଲିସ ସୂଚନା ମୁତାବକ, ଗତ ୧୧ ତାରିଖ ରାତିରେ ସେ ଓ ତାର ସହଯୋଗୀମାନେ ଆଚାର୍ଯ୍ୟବିହାରସ୍ଥିତ ଆୟୁଷ ହସ୍ପିଟାଲ୍‌ରେ ପଶି କପ୍‌ର ତାର ଓ କେତେକ ଜିନିଷ ଚୋରି କରିଥିଲେ।

By amfnews

Related Post